ପଞ୍ଚ ଦେବତା
ପଞ୍ଚଦେବ, ପଞ୍ଚଦେବତ ଅନ୍ୟରୂପ
ସୂର୍ଯ୍ୟ, ଗଣେଶ, ପାର୍ବତୀ, ମହାଦେବ ଓ ବିଷ୍ଣୁ — The five Deities:-the Sun, Gaṇesha, Pārbatī, Mahādeba and Bishṇu.
[ଦ୍ରଷ୍ଟବ୍ୟ —ଏଥିମଧ୍ୟରୁ ଆଦିତ୍ୟ ରୁଦ୍ର (ମହାଦେବ) ଓ ବିଷ୍ଣୁ ବୈଦିକ ଦେବତା ଅଟନ୍ତି ]