Jump to content

ପଞ୍ଚ ଦ୍ରବିଡ଼

ଉଇକିଅଭିଧାନ‌ରୁ

ପଞ୍ଚ ଦ୍ରବିଡ଼

ଉଚ୍ଚାରଣ

[ସମ୍ପାଦନା]

(ପଞ୍ଚଦ୍ରାବିଡ଼—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିନ୍ଧ୍ୟାଚଳର ଦକ୍ଷିଣବାସୀ ବ୍ରାହ୍ମଣମାନଙ୍କର ୫ଟି ଶାଖା (ଯଥା—ମହାରାଷ୍ଟ୍ର, ତୈଲଙ୍ଗ, କର୍ଣ୍ଣାଟ, ଗୁର୍ଜର ଓ ଦ୍ରାବିଡ଼) —The five different sects of Brāhmaṇas inhabiting the south of the Bindhya range.