ପଞ୍ଚ ନଖ
ଦେଖଣା
ପଞ୍ଚ ନଖ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପଞ୍ଚ+ନଖ)
[ସମ୍ପାଦନା]ଯେଉଁ ଜୀବର ପ୍ରତ୍ୟେକ ହାତ ବା ଗୋଡ଼ରେ ୫ ଗୋଟି ନଖ ଥାଏ — Having ୫ nails on each foot and hand.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପଞ୍ଚନଖବିଶିଷ୍ଟ ଜନ୍ତୁ (ଯଥା—ମନୁଷ୍ୟ, ବାନର, କୂର୍ମ, ହସ୍ତ୍ରୀ, ବ୍ୟାଘ୍ର, କୁକ୍କୁର ଆଦି) —An animal having ୫ nails or claws (e.g. man, ape, tortoise, elephant, tiger and dog).
[ଦ୍ରଷ୍ଟବ୍ୟ —ପଞ୍ଚନଖଯୁକ୍ତ ୫ ପ୍ରକାର ପଶୁ ମନୁସଂହିତା ମତେ ଭକ୍ଷ୍ୟ; ଯଥା—ଠେକୁଆ, କୂର୍ମ, ଗଣ୍ଡାର, ଗୋଧି ଓ ସଜାରୁ ବା ଝିଙ୍କ ଅନ୍ୟ ପଞ୍ଚନଖ ଜୀବମାନଙ୍କ ମାଂସ ଅଖାଦ୍ୟ]