ପଞ୍ଚ ପରମେଶ୍ୱର
ଦେଖଣା
ପଞ୍ଚ ପରମେଶ୍ୱର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଞ୍ଚ ପରମେଶ୍ୱର
|
(ପଞ୍ଚୁପରମେଶ୍ୱର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଧର୍ମଚର୍ଚ୍ଚାର୍ଥ ପାଞ୍ଚ ବା ଏକାଧିକ ବ୍ୟକ୍ତିଙ୍କର ସମାଗମ —୧. A religious gathering of ୫ or many persons.
- ୨. ପଞ୍ଚାଏତ —୨. Arbitrators.
ଏହି ପଞ୍ଚପରମେଶ୍ୱର ଶୁଣନ୍ତୁ, ମୁଁ ପଇତା ଛୁଇଁ କହୁଛି—ଫକୀରମୋହନ. ଗଳ୍ପସ୍ୱଳ୍ପ