ପଞ୍ଚ ପଲ୍ଲବ
ଦେଖଣା
ପଞ୍ଚ ପଲ୍ଲବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ବୈଦିକ କର୍ମରେ ପ୍ରଯୁକ୍ତ) ଆମ୍ର, ଅଶ୍ୱତ୍ଥ, ବଟ, ପ୍ଳକ୍ଷ (ଜରୀଗଛ) ଓ ଯଜ୍ଞଡିମ୍ୱିରି ଏହି ଗଛମାନଙ୍କ ପତ୍ର —୧. The five kinds of leaves sanctified to be used in vedic rites.
- ୨. (ତାନ୍ତ୍ରିକ କର୍ମରେ) ପଣସ, ଆମ୍ୱ, ଅଶ୍ୱତ୍ଥ, ବଟ ଓ ବଉଳ ଗଛର ପତ୍ର —୨. The ୫ kinds of leaves to be used on special occasions as prescribed in the Tantras.
[ଦ୍ରଷ୍ଟବ୍ୟ —ଏ ଗଛମାନଙ୍କ ପତ୍ର ପୂଜାବେଳେ କଳସ ଉପରେ ସ୍ଥାପିତ କରାଯିବାର ବିଧି ଅଛି]
- ୩. (ଔଷଧରେ) ଆମ୍ୱ, ଜାମୁ, କଇଥ, ଟଭା ଓ ବେଲଗଛର ପତ୍ର —୩. The ୫ kinds of leaves specified to be used in medicine.