Jump to content

ପଞ୍ଚ ପାଣ୍ଡବ

ଉଇକିଅଭିଧାନ‌ରୁ

ପଞ୍ଚ ପାଣ୍ଡବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ+ପାଣ୍ଡବ)

[ସମ୍ପାଦନା]

ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ ଓ ସହଦେବ ଏହି ପାଞ୍ଚଜଣ ପଣ୍ଡୁପୁତ୍ର — The five Pāṇḍaba brothers.