ପଞ୍ଚ ପାତ୍ର
ଦେଖଣା
ପଞ୍ଚ ପାତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅମାବାସ୍ୟା ଓ ପିତୃପକ୍ଷରେ ଏବଂ ମୃତ ବ୍ୟକ୍ତିର ସାମ୍ୱତ୍ସରିକ ପିଣ୍ଡୀକରଣ ଶ୍ରାଦ୍ଧାଦିରେ ଯେଉଁ ୫ଟି ପାତ୍ର ବା ପକ୍ଷ (ଯଥା—୨ ଦେବପକ୍ଷ ଓ ୩ ପିତୃପକ୍ଷ) ପିଣ୍ଡ ଦିଆ ଯାଏ —୧. The five parties to whom oblations are made at ṡrāddhas.
- ୨. ପୂଜାର୍ଥ ବ୍ୟବହୃତ ପଞ୍ଚ ଧାତୁ (ତମ୍ୱା, ସୁନା, ରୂପା, ପିତଳ ଓ କଂସା) ନିର୍ମିତ ଜଳପାତ୍ର; ପଞ୍ଚୁପାତ୍ରୀ —୨. A glass made of ୫ metals used during worship.
- ୩. ୫ ଗୋଟି ପାତ୍ର —୩. A collection of ୫ water vessels or pots.
- ୪. ପାର୍ବଣ ଶ୍ରାଦ୍ଧ (ଦେଖ) - (ହିନ୍ଦୀ - ଶବ୍ଦସାଗର) ୪. Pārbaṇa ṡrāddha (See)