Jump to content

ପଞ୍ଚ ପୁଷ୍ପ

ଉଇକିଅଭିଧାନ‌ରୁ

ପଞ୍ଚ ପୁଷ୍ପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ)

[ସମ୍ପାଦନା]

ଦେବୀ ପୁରାଣ ମତରେ ଦେବତାଙ୍କ ପ୍ରିୟ ୫ ପ୍ରକାର ଫୁଲ (ଯଥା—ଚମ୍ପା, ଆମ୍ୱ, ଶମୀ, ପଦ୍ମ ଓ କନିୟର) —Five kinds of flowers of which the Deities are very fond.