ପଞ୍ଚ ପ୍ରଦୀପ
ପାଞ୍ଚ ଗୋଟି ପ୍ରଦୀପଯୁକ୍ତ ଆଳତିଦାନ; ଆଳତି ନିମନ୍ତେ ବ୍ୟବହୃତ ପଞ୍ଚମୁଖ ପ୍ରଦୀପବିଶେଷ — A lamp with ୫ wicks used at the time of the ceremonial waving of lights before a deity.