Jump to content

ପଞ୍ଚ ପ୍ରାଣ

ଉଇକିଅଭିଧାନ‌ରୁ

ପଞ୍ଚ ପ୍ରାଣ

ଉଚ୍ଚାରଣ

[ସମ୍ପାଦନା]

(ପଞ୍ଚପ୍ରାଣବାୟୁ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶରୀରସ୍ଥ ପାଞ୍ଚଗୋଟି ପବନ (ଯଥା—ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ) —The ୫ internal winds essential to the life of man.

[ଦ୍ରଷ୍ଟବ୍ୟ —ହୃଦୟସ୍ଥ ପ୍ରାଣବାୟୁଦ୍ୱାରା ରକ୍ତସଞ୍ଚାଳନ, ଗୁହ୍ୟସ୍ଥ ଅପାନ— ବାୟୁଦ୍ୱାରା ଆହ୍ୱାର୍ଯ୍ୟଚାଳନ, କଣ୍ଠସ୍ଥ ଉଦାନବାୟୁଦ୍ୱାରା ସର୍ବାଙ୍ଗରେ ସାମଞ୍ଜସ୍ୟରକ୍ଷା ଏବଂ ନାଭିସ୍ଥ ସମାନବାୟୁଦ୍ୱାରା ପାଚନକ୍ରିୟା ସାଧିତ ହୁଏ ]