Jump to content

ପଞ୍ଚ ବର୍ଗ

ଉଇକିଅଭିଧାନ‌ରୁ

ପଞ୍ଚ ବର୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ+ବର୍ଗ)

[ସମ୍ପାଦନା]
୧. ବ୍ୟଞ୍ଜନବର୍ଣ୍ଣମାଳା ମଧ୍ୟସ୍ଥ କ, ଚ, ଟ, ତ, ପ ଏହି ପାଞ୍ଚଗୋଟି ବର୍ଗ — ୧. The ୫ classes or groups of consonants containing ୫ letters each.
୨. ପାଞ୍ଚୋଟି ବସ୍ତୁର ସମୂହ — ୨. A collection or aggregate of ୫ articles.