Jump to content

ପଞ୍ଚ ବର୍ଣ୍ଣ

ଉଇକିଅଭିଧାନ‌ରୁ

ପଞ୍ଚ ବର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଦ୍ୱିଗୁ; ପଞ୍ଚ+ବର୍ଣ୍ଣ)—ଧଳା, କଳା, ନାଲି, ହଳଦି ଓ ନେଳି ଏହି ପାଞ୍ଚଗୋଟି ରଙ୍ଗ — ୧. The five colours (e.g. while, black, red, yellow and blue).
୨. (ବହୁବ୍ରୀହି) ପାଞ୍ଚବର୍ଣ୍ଣର ମୁରୁଜ; ପଞ୍ଚୁବର୍ଣ୍ଣୀ ମୁରୁଜ — ୨. Powders of ୫ colours.
୩. ଓଁକାର ପ୍ରଣବର ୫ ଗୋଟି ବର୍ଣ୍ଣ (ଯଥା—ଅ, ଉ, ମ ନାଦ ଓ ବିନ୍ଦୁ—ହିନ୍ଦୀ - ଶବ୍ଦସାଗର) —୩. The five component letters of sound of the mystic syllable 'Om'.
୪. ଅରଣ୍ୟବିଶେଷ (ହିନ୍ଦୀ - ଶବ୍ଦସାଗର) — ୪. Name of a forest.
୫. ପର୍ବତବିଶେଷ (ହିନ୍ଦୀ - ଶବ୍ଦସାଗର) — ୫. Name of a moutain.
୬. ପଞ୍ଚମହାଯଜ୍ଞ (ଦେଖ) - — ୬. Pan̄cha mahāj̄ajn̄a (See)
୭. ଶରୀରର ପଞ୍ଚେନ୍ଦ୍ରିୟ — ୭. The five organs of sense (Apte).
୮. ଶରୀରର ପାଞ୍ଚଟି ଉପାଦାନ; ପଞ୍ଚଭୂତ — ୮. The ୫ essential elements of the body (Apte).