Jump to content

ପଞ୍ଚ ଭଦ୍ର

ଉଇକିଅଭିଧାନ‌ରୁ

ପଞ୍ଚ ଭଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପଞ୍ଚ+ଭଦ୍ର=ଶୁଭଚିହ୍ନ)

[ସମ୍ପାଦନା]
୧. ଯେଉଁ ଘୋଡ଼ାର ମୁହଁ, ପିଠି, ହୃଦୟ ଓ ଦୁଇ ପାର୍ଶ୍ୱରେ ଶୁଭଲକ୍ଷଣସୂଚକ ଆବର୍ତ୍ତ ବା ରୋମଭଉଁରୀ ଥାଏ —୧. A horse having ୫ gyrating fur on ୫ specified spots of the body (considered as auspicious to its owner).
୨. ପାଚନବିଶେଷ (ଏଥିରେ ୫ଟି ଉପାଦାନ ଥାଏ; ଯଥା— ଗୁଳୁଚି, କ୍ଷେତପାପଡ଼ା, ମୁଥା, ଚିରେଇତା ଓ ଶୁଣ୍ଠି) — ୨. Name of a particular decoction made from ୫ ingredients.
୩. ପଞ୍ଚ କଲ୍ୟାଣ (ଦେଖ) - — ୩. Pan̄cha kalyāṇa (See)