Jump to content

ପଞ୍ଚ ମକାର

ଉଇକିଅଭିଧାନ‌ରୁ

ପଞ୍ଚ ମକାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପଞ୍ଚ+ମକାର='ମ' ବର୍ଣ୍ଣ)

[ସମ୍ପାଦନା]

ତନ୍ତ୍ରୋକ୍ତ କାମ ମାର୍ଗ ଅନୁସାରେ ଉପାସନାରେ ବ୍ୟବହୃତ ମଦ୍ୟ, ମାଂସ, ମତ୍ସ୍ୟ, ମୈଥୁନ ଓ ମୁଦ୍ରା ନାମକ ସାଧନାବିଶେଷ —A tantric ritual consisting of wine, meat, fish, cohabitation and money.