ପଞ୍ଚ ମହାବ୍ରତ
ଦେଖଣା
ପଞ୍ଚ ମହାବ୍ରତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଯୋଗଶାସ୍ତ୍ର ମତରେ ଯତିମାନଙ୍କର ୫ଟି ଅବଶ୍ୟ ଆଚରଣୀୟ କର୍ମ (ଯଥା—ଅହିଂସା ସୁନୃତା, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ) —The duties strictly enjoined on ascetics (viz. want of hurtfulness, truthfulness, freedom from stealing, continence and non-acceptance of gifts from others).