Jump to content

ପଞ୍ଚ ମହାବ୍ୟାଧି

ଉଇକିଅଭିଧାନ‌ରୁ

ପଞ୍ଚ ମହାବ୍ୟାଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବୈଦ୍ୟଶାସ୍ତ୍ର ମତରେ ପାଞ୍ଚଟି ବଡ଼ ରୋଗ (ଯଥା—ଅର୍ଶ, କୁଷ୍ଠ, ଯକ୍ଷ୍ମା, ପ୍ରମେହ ଓ ଉନ୍ମାଦ) —Five major diseases according to Hindu Medical books (e.g. piles- leprosy, pthisis, gonorrhoea and insanity).