Jump to content

ପଞ୍ଚ ମହାଶବ୍ଦ

ଉଇକିଅଭିଧାନ‌ରୁ

ପଞ୍ଚ ମହାଶବ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶଙ୍ଖ, ଭେରୀ, କାହାଳୀ, ଢକ୍କା ଓ ଦୁଡ଼ୁକ ବା ଡମରୁ ଏହି ପଞ୍ଚବାଦ୍ୟର ଶବ୍ଦ — The sounds of five kinds of musical instruments.

[ଦ୍ରଷ୍ଟବ୍ୟ —ପୂର୍ବେ ଏହି ପଞ୍ଚବାଦ୍ୟ ରାଜମର୍ଯ୍ୟାଦା ଥିଲା]