ପଞ୍ଚ ମହିଷ
ସୂଶ୍ରୁତ ଅନୁସାରେ ମଇଁଷିଠାରୁ ପ୍ରାପ୍ତ ପାଞ୍ଚ ପଦାର୍ଥ (ଯାହା ଔଷଧରୂପେ ବ୍ୟବହୃତ ହୁଏ; ଯଥା— ଗୋବର, ମୂତ୍ର, ଦୁଧ, ଦହି ଓ ଘିଅ) —Five things got from the buffaloes and used as medicine.