ପଞ୍ଚ ମୁଖ
ଦେଖଣା
ପଞ୍ଚ ମୁଖ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପଞ୍ଚ+ମୁଖ)
[ସମ୍ପାଦନା]ପାଞ୍ଚଗୋଟି ମୁଖ (ପଞ୍ଚମୁଖୀ) ବିଶିଷ୍ଟ —Five-faced.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପଞ୍ଚାନନ; ମହାଦେବ; ଶିବ —୧. Ṡiba.
[ଦ୍ରଷ୍ଟବ୍ୟ —ଏହାଙ୍କର ୪ ଦିଗକୁ ୪ ମୁହଁ ଓ ଆକାଶ ଆଡ଼କୁ ଏକ ମୁହଁ ଥାଏ]
- ୨. ପଞ୍ଚାସ୍ୟ; ସିଂହ (ହିନ୍ଦୀ - ଶବ୍ଦସାଗର) — ୨. The lion (M.W.)
- ୩. ପାଞ୍ଚଟି ମୁନ ଥିବା ଶର — ୩. An arrow with ୫ points (M.W.)
- ୪. ପାଞ୍ଚ ରେଖାବିଶିଷ୍ଟ ରୁଦ୍ରାକ୍ଷ ବୀଜ (ହିନ୍ଦୀ - ଶବ୍ଦସାଗର) — ୪. A rudrāksha seed with five lines on it.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଞ୍ଚଜଣଙ୍କ ମୁହଁ ବା କଥା; ଏକାଧିକ ବ୍ୟକ୍ତିଙ୍କ ମୁଖ— ନିସୃତ ବାକ୍ୟ —Words uttered by five i.e. many persons.
ପଞ୍ଚମୁଖେ ପରମେଶ୍ୱର ଢଗ