ପଞ୍ଚ ମୁଷ୍ଟିକ
ବୈଦିକ ମତରେ ସନ୍ନିପାତ ରୋଗପାଇଁ ବ୍ୟବହୃତ ପାଞ୍ଚଟି ପଦାର୍ଥ ଏକମୁଠା ଲେଖାଏଁ ଏକତ୍ର ସିଝିଥିବା ପାଚନ (ଯଥା—ଯଅ, ବରକୋଳି, କୋଳଥ, ମୁଗ, ଓ ଅଏଁଳା କୋଳି) —A decoction made of a one handful of each of ୫ particular ingredients used as antedote for collapse.