Jump to content

ପଞ୍ଚ ରଙ୍ଗ

ଉଇକିଅଭିଧାନ‌ରୁ

ପଞ୍ଚ ରଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଞ୍ଚ ଓ ରଙ୍ଗ)

[ସମ୍ପାଦନା]
୧. ଏକପ୍ରକାର ସତରଞ୍ଜ ଖେଳ —୧. A kind of game at chess.

[ଦ୍ରଷ୍ଟବ୍ୟ —ଏଥିରେ ରାଜା କ୍ରମଶଃ ହସ୍ତୀ, ପଦାତି, ଦାବା, ଅଶ୍ୱ ଓ ନୌକା ଏହି ୫ ବଳର ୫ କିସ୍ତିରେ ମାତ୍ ହୋଇ— ଯାଏ]

୨. ରଙ୍ଗରସ; ରହସ୍ୟ; ତାମାସା —୨. Sports.
୩. ପାଞ୍ଚପ୍ରକାର ବର୍ଣ୍ଣ —୩. Five colours.