ପଞ୍ଚ ରାତ୍ର
ଦେଖଣା
ପଞ୍ଚ ରାତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ୫ ଦିନ ଓ ୫ରାତି—ବ୍ୟାପୀ ହରିକୀର୍ତ୍ତନ — ୧. The chanting of hymns for ୫ days and night continually.
- ୨. ପାଞ୍ଚପ୍ରକାର ଜ୍ଞାନ—ଉପଦେଶକ ବେଦାନ୍ତ ଗ୍ରନ୍ଥ — ୨. A treatise on vedānta.
[ଦ୍ରଷ୍ଟବ୍ୟ —ଏଥିମଧ୍ୟରେ ନାରଦ, ବ୍ରାହ୍ମ, ଗୌତମ, ବାଶିଷ୍ଠ, ଶୈବ, କୌମାର ଓ କାପିଳ ଏହି ୭ଟି ପଞ୍ଚରାତ୍ର ଗ୍ରନ୍ଥମାନ ପ୍ରସିଦ୍ଧ]
- ୩. ପାଞ୍ଚ ଦିନ ଓ ପାଞ୍ଚ ରାତ୍ରବ୍ୟାପୀ ସମୟ — ୩. A period of ୫ successive days and nights.
- ୫. ପାଞ୍ଚ ଦିନରେ ସମ୍ପାଦନୀୟ ଯଜ୍ଞବିଶେଷ — ୪. A vedic sacrifice performable in ୫ days.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦିବାନିଶିବ୍ୟାପୀ କିଛି ସମୟ — A continuous period of time.
(ଯଥା—ମୁଁ ତ ତାଙ୍କ ସଙ୍ଗେ ପଞ୍ଚରାତ୍ରି ଚଳିଛି, ମୁଁ ତାଙ୍କ ପ୍ରକୃତି ଉତ୍ତମରୂପେ ଜଣାଇଲି)