Jump to content

ପଞ୍ଚ ଲୌହ

ଉଇକିଅଭିଧାନ‌ରୁ

ପଞ୍ଚ ଲୌହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ପଞ୍ଚଲୋହ; ପଞ୍ଚଲୋହକ—ଅନ୍ୟରୂପ)

୧. ୫ ପ୍ରକାର ଧାତୁ (ଯଥା—ସୁନା, ରୂପା, ତମ୍ୱା, ରଙ୍ଗ ଓ ସୀସା) —୧. The ୫ metals: gold, silver, copper, tin and lead.
୨. ପଞ୍ଚପ୍ରକାର ଲୁହା (ଯଥା—ବଜ୍ରଲୌହ, କାନ୍ତଲୌହ, ପିଣ୍ଡଲୌହ, କ୍ରୌଂଚଲୌହ ଓ ସାଧାରଣ ଲୌହ) — ୨. Five kinds of tin.