Jump to content

ପଞ୍ଚ ଶାଖା

ଉଇକିଅଭିଧାନ‌ରୁ

ପଞ୍ଚ ଶାଖା

ଉଚ୍ଚାରଣ

[ସମ୍ପାଦନା]
(ପଞ୍ଚଶାଖା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପଞ୍ଚ+ଶାଖା)

[ସମ୍ପାଦନା]

ପଞ୍ଚଶାଖାବିଶିଷ୍ଟ — Having ୫ bran̄ches; five-branched.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୫ଟି ଆଙ୍ଗୁଠି ଥିବାରୁ) କର; ହସ୍ତ — Hand.
୨. ପାଞ୍ଚଶାଖାଯୁକ୍ତ ମସଲା (ହିନ୍ଦୀ - ଶ.) — ୨. A torch with five prongs.



ପଞ୍ଚ ଶାଖା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପଞ୍ଚଶାଖାଯୁକ୍ତ ମସଲା (ହିନ୍ଦୀ - ଶ) — A torch with five prongs.