ପଞ୍ଚ ଶିଖ
ଦେଖଣା
ପଞ୍ଚ ଶିଖ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ପଞ୍ଚ+ଶିଖ)
[ସମ୍ପାଦନା]ପଞ୍ଚଚୂଡ଼; ଯାହାର ୫ ଗୋଟି ଚୂଡ଼ା ବା ଅଗ୍ରଭାଗ ଅଛି — Having five tufts.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସିଂହ —୧. Lion.
- ୨. ଧର୍ମଙ୍କ ଔରସରେ ହିଂସାର ଗର୍ଭସଂଭୂତ ମୁନିବିଶେଷ — ୨. Name of a sage.
- ୩. ଶିଂଘା ବାଜା (ହିନ୍ଦୀ - ଶ) —୩. Horn blown as a musical instrument.
- ୪. ମହର୍ଷି କପିଳଙ୍କ ପୁତ୍ର ଓ ସାଂଖ୍ୟଦର୍ଶନର ଜଣେ ପ୍ରଧାନ ଆଚାର୍ଯ୍ୟ (ହିନ୍ଦୀ - ଶ.) —୪. Name of a son of sage Kapiḻa and great philosopher.