ପଞ୍ଚ ସୁଗନ୍ଧିକ
(ପଞ୍ଚସୁଗନ୍ଧକ—ଅନ୍ୟରୂପ)
ପାଞ୍ଚ ଗୋଟି ସୁଗନ୍ଧଦ୍ରବ୍ୟ (ଯଥା—କର୍ପୂର, କକ୍କୋଳ ବା ଶୀତଳ ଚିନି, ଲବଙ୍ଗ, ଗୁଆ ଓ ଜାଇଫଳ; ମତାନ୍ତରରେ ଲବଙ୍ଗ, ଶୀତଳ ଚିନି, ଅଗର ଚନ୍ଦନ, ଜାଇଫଳ— ଓ କର୍ପୂର) —Five scented things.