Jump to content

ପଞ୍ଚ ସୂନା

ଉଇକିଅଭିଧାନ‌ରୁ

ପଞ୍ଚ ସୂନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଗୃହସ୍ଥର ନିତ୍ୟ କର୍ତ୍ତବ୍ୟ ଗୃହକାର୍ଯ୍ୟ କରାଯିବା ଉପଲକ୍ଷରେ ପାଞ୍ଚଟି ଦ୍ରବ୍ୟ ବ୍ୟବହାର କରିବା— ବେଳେ (ଅର୍ଥାତ୍ ୧. ଚୁଲ୍ଲୀ ଜାଳିବା, ୨. ଚକି ପେଷିବା ବା ବାଟିବା, ୩ ଘର ଓଳାଇବା, ୪ ଢ଼ିଙ୍କି କୁଟିବା ଓ ୫ ପାଣି ମାଠିଆ ବ୍ୟବାହାର କରିବାରେ) ଗୃହସ୍ଥ ଅଜ୍ଞାତରୂପେ ଯେଉଁ ଜୀବହିଂସା କରେ (ପଞ୍ଚ ମହାଯଜ୍ଞ ତଳେ ନୋଟ ଦେଖ) — The unintentional injury to animals which a person commits daily while performing his domestic dutes (viz. ୧. lighting the oven ୨. grinding & pestling, ୩ sweeping the floors ୪. husking corn etc. ୫. Using the water jar.)

[ଦ୍ରଷ୍ଟବ୍ୟ —ଏ ପଞ୍ଚସୂନାଜନିତ ପାପରୁ ମୁକ୍ତା ପାଇଁ ପଞ୍ଚ ମହାଯଜ୍ଞ କରାଯାଏ]