Jump to content

ପଞ୍ଚ ସ୍ୱରା

ଉଇକିଅଭିଧାନ‌ରୁ

ପଞ୍ଚ ସ୍ୱରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପଞ୍ଚ+ସ୍ୱର+ଆ)

[ସମ୍ପାଦନା]

ପଞ୍ଚସ୍ୱରଯୁକ୍ତ (ରାଗିଣୀ) —(a melody) With ୫ tunes.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଫଳିତ ଜ୍ୟୋତିଷ ଗ୍ରନ୍ଥବିଶେଷ —Name of a work on astrology.