Jump to content

ପଞ୍ଚ ହତା

ଉଇକିଅଭିଧାନ‌ରୁ

ପଞ୍ଚ ହତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପଞ୍ଚହସ୍ତ)

[ସମ୍ପାଦନା]
୧. ପାଞ୍ଚହାତ ଉଚ୍ଚ — ୧. Five cubits high.
୨. ଖୁବ୍ ଲମ୍ୱ; ଅତି ଡେଙ୍ଗା —୨. Very tall,

ପଞ୍ଚହତା ମର୍ଦ. ଗାଲ ଓଠ ଛାତିରେ ଲାଗିଯାଇଛି— ଫକୀରମୋହନ. ଗଳ୍ପସ୍ୱଳ୍ପ