ପଞ୍ଜରି
ଦେଖଣା
ପଞ୍ଜରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଞ୍ଜର)
[ସମ୍ପାଦନା]ପଞ୍ଜୁରି; ଆବଦ୍ଧ ପକ୍ଷୀର ବନ୍ଧନଶାଳା; ପିଞ୍ଜରା —Cage; aviary.
କୁକୁର ମାଙ୍କଡ଼ ଶୁଆ ପଞ୍ଜରି ଘେନିବେ— ପ୍ରାଚୀ—ଶ୍ରୀଗୁରୁଭକ୍ତି ଗୀତା
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
[ସମ୍ପାଦନା]ଶଗଡ଼ର ଫଳି —The rib-like cross pieces in the ground-frame of a cart.