Jump to content

ପଞ୍ଜରିଆ

ଉଇକିଅଭିଧାନ‌ରୁ

ପଞ୍ଜରିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

ଶଠ; ଧୂର୍ତ୍ତ; ଠକ — Deceptive; fraudulent.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅନେକ ଗୋବରା ଚଢ଼େଇଙ୍କୁ ଜିଣିଥିବା ଯେଉଁ ଗୋବରାକୁ ପିଞ୍ଜରାରେ ରଖାଯାଏ — The bulbul kept in a cage after having vanquashed many other rival birds.

[ଦ୍ରଷ୍ଟବ୍ୟ —ଯେଉଁ ଚଢ଼େଇ ହାରିଯାଏ ତାର ପେ଼ଟିକୁ କାଟି ତାକୁ ଉଡ଼ାଇ ଦିଅନ୍ତି; ତାକୁ ପେଟିକଟା ବୋଲାଯାଏ]