Jump to content

ପଞ୍ଜର ମୂଳ

ଉଇକିଅଭିଧାନ‌ରୁ

ପଞ୍ଜର ମୂଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଝରକାର ପାଖ —୧. The side of a window.
୨. ଝରକାର ଭିତର ପାଖ — ୨. The inner side of a window.

(ଯଥା—ବଡ଼ଲୋକଙ୍କ ମାଇପେ ପଞ୍ଜର ମୂଳେ ଠିଆ ହୋଇ ଦାଣ୍ଡରେ ହେଉଥିବା ତାମସା ଦେଖୁଛନ୍ତି)