ପଞ୍ଝା ଧରିବା
ଦେଖଣା
ପଞ୍ଝା ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପଞ୍ଜା ଧରିବା—ଅନ୍ୟରୂପ)
ଦେଶଜ - କ୍ରି.
[ସମ୍ପାଦନା]ତାସ ଖେଳରେ ଉପର୍ଯୁପରି ପାଞ୍ଚ ଥର ଜୟ ଲାଭ କରିଥିବା ଦଳ ଜୟର ଚିହ୍ନ ସ୍ୱରୂପ ପାଞ୍ଚ ବିନ୍ଦୁ ଯୁକ୍ତ କାଗଜ ଖଣ୍ଡେ ରଖିବା —To put a card with five tips as a trophy to show that a party has been the winning party for five times consecutively.