Jump to content

ପଟକ

ଉଇକିଅଭିଧାନ‌ରୁ

ପଟକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପଟ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ତମ୍ୱୁ; ଶିବିର —୧. Tent.
୨. ସୂତା ଲୁଗା (ହିନ୍ଦୀ - ଶ.) —୨. Cotton cloth.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପଟ ବା ଗୋଟାମାତ୍ର — One only; one piece only.