Jump to content

ପଟକା

ଉଇକିଅଭିଧାନ‌ରୁ

ପଟକା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟ୍ଟୁ)

[ସମ୍ପାଦନା]
୧. କଟି ବସ୍ତ୍ର; କମର ପଟି — ୧. A cloth tied at the waist; belt.
୨. କଦଳୀ ଗଛର ଅଂଶମୟ ସୂକ୍ଷ୍ମ ବଳ୍କଳ — ୨. The fibre of plantain tree.
୩. ମସ୍ତକରେ ବନ୍ଧା ହେବା ପାଗ — ୩. Turban tied round the head.

ବୟସରେ ଅତି ବୃଦ୍ଧତ ଭଗ ଦତ୍ତ ଚକ୍ଷୁତ ହୋଇଥାଏ ଚର୍ମରେ ଆବୃତ ଏ ସକାଶୁଁ ସେ ଚର୍ମ ଟେକି ନରରାୟେ ବାନ୍ଧିଥାନ୍ତି କପାଳେ ପଟକା ଗୋଟିଏ କୃଷ୍ଣସିଂହ. ମହାଭାରତ. ଦ୍ରୋଣ

୪. ପଟ୍କା (ଦେଖ) - —୪. Paṭa-kā (See)