Jump to content

ପଟକା ପଟକି କରିବା

ଉଇକିଅଭିଧାନ‌ରୁ

ପଟକା ପଟକି କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବହଲାଇବା; ଭଣ୍ଡାଇବା; ଫୁସୁଲାଇବା — ୧. To inveigle.
୨. ଭୁଲାଇ ଦେବା; ଭଣ୍ଡାଇ କରି ରାଜି କରାଇବା — ୨. To persuade a person by sweet words.
୩. ଖୋସାମତ କରିବା —୩. To flatter.