ପଟକିବା
ଦେଖଣା
ପଟକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଟକି ଦେବା, ପଟକାଇବା, ପଟକେଇବାଅନ୍ୟରୂପ
ଦେଶଜ - କ୍ରି—(ସଂସ୍କୃତ - ପତନ)
[ସମ୍ପାଦନା]- ୧. ଅନ୍ୟକୁ ଭୂମିରେ କଚାଡ଼ିବା — ୧. To dash another on the ground; to throw down on the ground with force.
- ୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଫୁସୁଲାଇ ନିଜର ପକ୍ଷକୁ ଟାଣି ଆଣିବା; ପଟକାଇବା — ୨. (figurative) To bring a person one's party by persuation or fraud.
- ୩. (ଲକ୍ଷଣାର୍ଥ) କୌଣସି ଦ୍ରବ୍ୟକୁ କଳ କୌଶଳରେ ବିକ୍ରି ଆଦିଦ୍ୱାରା ଆପଣା ବସ୍ତରୁ ଛଡ଼ାଇ ଦେବା —୩. (figurative) To get rid of a thing by hook or crook.
- ୪. ଭୂମିରେ (ନିଜର ମୁଣ୍ଡ ଆଦି) ବାଡ଼େଇବା — ୪. To strike (one's head) on the ground.
- ୫. କୁସ୍ତୀରେ ପ୍ରତିଦ୍ୱନ୍ଦୀ ମଲ୍ଲକୁ ଭୂମିରୁ ଟେକି ଭୂମିରେ କଚାଡ଼ି ଦେବା —୫. To dash one's adversary wrestler on the ground after making him lose fis foothold.