ପଟଚ୍ଚର
ଦେଖଣା
ପଟଚ୍ଚର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପଟତ୍=ଶବ୍ଦାନୁକରଣ+ଚର୍ ଧାତୁ=ଆଚରଣ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଚୋର —୧. Thief.
- ୨. ଜୀର୍ଣ୍ଣ ବସ୍ତ୍ର — ୨. Rag; worn grament; torn cloth.
- ୩. ମହାଭାରତ ଓ ପୁରାଣରେ ବର୍ଣ୍ଣିତ ଭାରତର ପ୍ରାଚୀନ ଦେଶ— ବିଶେଷ —୩. Name of a country of ancient India.
[ଦ୍ରଷ୍ଟବ୍ୟ —ମହାଭାରତରେ ଏ ଦେଶର ଉଲ୍ଲେଖ ଅଛି କେହି କେହି ଏହାକୁ ପ୍ରାଚୀନ ଚୋଳ, କେହି କେହି ମଦ୍ର ଦେଶର ଅଂଶ,
କେହି କେହି ମତ୍ସ୍ୟ ଦେଶର ଦକ୍ଷିଣରେ ଓ ଚେଦି ଦେଶ ନିକଟରେ ଥିବାର କହନ୍ତି—ହିନ୍ଦୀ - ଶ ]
- ୪. ଉକ୍ତ ଦେଶର ଅଧିବାସୀ — ୪. Name of the people residing in the above country.