ପଟତନ
ଦେଖଣା
ପଟତନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଟାତନ, ପଟୋତନ ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟ୍ଟତଳ ବା ପଟ୍ଟାଚ୍ଛାଦନ)
[ସମ୍ପାଦନା]- ୧. ନୌକାରେ ବା ଗାଡ଼ି ଆଦିରେ ସୁବିଧାରୂପେ ବସିବା ବା ଶୋଇବା ନିମନ୍ତେ ବିଛା ହୋଇଥିବା ପଟା —୧. Planks spread over a boat or in carts and carriages to enable men to sit or lie down at ease.
- ୨. ପଟା ବିଛା ହୋଇଥିବା ବଡ଼ ଡ଼ଙ୍ଗା —୨. A big country-boat spread over with planks.
(ଯଥା—ଏ ଡ଼ଙ୍ଗାରେ ଘୋଡ଼ା, ଗୋରୁ ଓ ଗାଡ଼ି ଆଦିଙ୍କୁ ପାର କରାଯାଏ )
- ୩. ଘର ଆଦିର ତଳିରେ ପଟା ବିଛାଇବା — ୩. Planking of a floor.