Jump to content

ପଟନା

ଉଇକିଅଭିଧାନ‌ରୁ

ପଟନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ତନ)

[ସମ୍ପାଦନା]
୧. ପାଟଣା; ଗ୍ରାମ — ୧. Village.
୨. ବଡ଼ ଗ୍ରାମକୁ ଲାଗିଥିବା କ୍ଷୁଦ୍ର ଗ୍ରାମ —୨. A hamlet on the outskirts of a big village.
୩. ନଗର —୩. Town.

(ଯଥା—ବିଶାଖା ପଟଣା)

୪. ଅନେକ ପାହି ଜମିର ରୟତଙ୍କ ସଂମିଶ୍ରଣରେ ଗଠିତ ଉପନିବେଶ —୪. A colony of non-resident tenants.
୫. (ନାମ) (ପ୍ରାଚୀନ ସଂସ୍କୃତ ନାମ ପାଟଳିପୁତ୍ର) ବିହାର ପ୍ରଦେଶାନ୍ତର୍ଗତ ପାଟଣା ବିଭାଗ, ଜିଲ୍ଲା ଓ ବିହାର ପ୍ରଦେଶର ରାଜଧାନୀ —୫. Patna; the name of a town, district and division in the Province of Bihar and Orissa.

[ଦ୍ରଷ୍ଟବ୍ୟ —ପ୍ରାଚୀନ ନାମ 'ପାଟଳୀ ପୁତ୍ର ପତ୍ତନ' ଶବ୍ଦରୁ 'ପାଟଳୀ ପୁତ୍ର' ଲୋପ ପାଇ କେବଳ 'ପତ୍ତନ' ବା 'ପଟଣା' ବାକି ରହି ଯାଇଅଛି ]