ପଟପାଟ
ଦେଖଣା
ପଟପାଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ପଟପଟ, ପଟପାଟେ, ପଟାପଟ—ଅନ୍ୟରୂପ)
ଦେଶଜ - ଅ. (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଦଉଡ଼ି ଛିଣ୍ଡିଯିବାର ଶବ୍ଦ — ୧. Snapping sound.
- ୨. ଉପର୍ଯ୍ୟୁପରି ଠକ୍ଠାକ ଶବ୍ଦ କରିବା — ୨. Producing repeated snapping sounds.
ଭୂମେ ପଟପାଟେ ଛେଚିହେଲେ ପିଠିହାଡ଼—କୃଷ୍ଣସିଂହ. ମହାଭାରତ. ସଭା
- ୫. ଉପର୍ଯ୍ୟୁପରି —୫. In quick succession.
ତା ହସ୍ତ ଲାଘବେ ଧନୁଘର ପିଟି ପଟପାଟେ ଗଳିଲେ ସୂଗ୍ରୀବ ଗଣ୍ଡିଟି—କୃଷ୍ଣସିଂହ. ମହାଭାରତ. ବନ
- ୪. (ସଂସ୍କୃତ - ଝଟିତି) ଝଟପଟ; ଅତିଶୀଘ୍ର —୪. Quickly.