Jump to content

ପଟମ୍

ଉଇକିଅଭିଧାନ‌ରୁ

ପଟମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପଟଣ, ପାଟଣା, ପଟନ, ପଟନା, ପଟ୍ଟମ୍, ପଟ୍ଟନ, ପଟାମ, ପାଟମା, ପଟନା ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ତନ; ଏହା ଅନ୍ୟ ଶବ୍ଦ ପରେ ଲାଗି ସ୍ଥାନ ବା ନଗରମାନଙ୍କ ନାମରୂପେ ବ୍ୟବହୃତ ହୁଏ)

[ସମ୍ପାଦନା]

ନଗର — Town.

(ଯଥା—ବିଶାଖାପଟମ୍ ବା ବିଶାଖାପଟଣ, ମଛଲିପଟମ୍ )