Jump to content

ପଟର ପଟର

ଉଇକିଅଭିଧାନ‌ରୁ

ପଟର ପଟର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୁକରଣ)

[ସମ୍ପାଦନା]

ଚଟି ଯୋତା ମାଡ଼ି ଚଞ୍ଚଳ ଚାଲିଯିବର ଶବ୍ଦ —The sound produced by briskly walking with slippers on.

[ଦ୍ରଷ୍ଟବ୍ୟ —ଗୋ଼ଡ଼ର ଗୋଇଠି ଚଟିଜୋତାର ତଳାର ଭିତର ଅଂଶରେ ବାରଂବାର ବାଜି ଏହି ଶବ୍ଦ ଉତ୍ପନ୍ନ ହୁଏ ]