ପଟହ
ଦେଖଣା
ପଟହ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ପଟ୍=ପଟଶବ୍ଦ+ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ; ଯେ ପଟ୍ ପଟ୍ ଶବ୍ଦ କରେ)
- ୧. ନାଗରା; ଢୋଲ; ଢାଉଁ — ୧. Drum; kettle drum.
- ୨. ରଣ ଢକ୍କା —୨. War-drum.
- ୩. (ଅଧିକରଣ. ଅ) ଆଡ଼ମ୍ୱର —୩. Ado.
- ୪. ମାରଣ; ବଧ —୪. Killing; murder.
- ୫. କର୍ଣ୍ଣ ପଟହ; କାନ ଭିତରେ ଝିଲ୍ଲି, ଯହିଁରେ ଶବ୍ଦ ଯାଇଁ ବାଜେ —୫. Ear-drum; tympanum; the drum-like membrane of the ear on which external sounds strike; tympanic membrane of the ear.
ଧ୍ୱନି (ମାନକ ଓଡ଼ିଆ) (file)