Jump to content

ପଟାଇବା

ଉଇକିଅଭିଧାନ‌ରୁ

ପଟାଇବା

ଉଚ୍ଚାରଣ

[ସମ୍ପାଦନା]

ପଟାଇଦେବା, ପଟେଇଦେବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପୁଟ୍ ଧାତୁ=ମିଳନ)

[ସମ୍ପାଦନା]
୧. ଧନ ବା ବସ୍ତୁଆଦି ଦାଖଲ କରିବା — ୧. To pay or deliver money or things.

(ଯଥା—ଖଜଣାଖାନାରେ ମୁଁ ଲାଟବନ୍ଦୀ ଖଜଣା ପଟାଇ ଦେଲି)

୨. ମିଷ୍ଟବାକ୍ୟ ବା ପ୍ରଲୋଭନଦ୍ୱାର କୌଣସି ବ୍ୟକ୍ତିକୁ କରାୟତ୍ତ କରିବା; ପଟାକାଇବା —୨. To win over a person by oily words; to seduce .
୩. ସମ୍ମତ କରାଇବା —୩. To make one agree.