ପଟାନ୍ତର
ଦେଖଣା
- ତୁଳନା; ଉପମା
- ସମତା
- ଉପମା ଯୋଗ୍ୟ ବସ୍ତୁପଟାନ୍ତର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟ=ଚିତ୍ରପଟ+ଅନ୍ତପର=ଅନ୍ୟ, ଏଥିର ଆକ୍ଷରିକ ଅର୍ଥ; ଏହି ବସ୍ତୁର ଚିତ୍ରର ଅନ୍ୟ ଚିତ୍ର)
[ସମ୍ପାଦନା]- ୧. ତୁଳନା; ଉପମା —୧. Comparision.
ଦେଖ ଏ ରୋହିଣୀ କୁମର କୋଟି କନ୍ଦର୍ପ ପଟାନ୍ତର ଜଗନ୍ନାଥ, ଭାଗବତ
- ୨. ସମତା —୨. Similitude; similarity.
- ୩. ଉପମା ଯୋଗ୍ୟ ବସ୍ତୁ — ୩. A thing worthy of comparision
ତୁମ୍ଭେ ସେ ତାଙ୍କ ପଟାନ୍ତର ଭୂପତି, ପ୍ରେମପଞ୍ଚାମୃତ