ପଟାପଟି
ଫୁସୁଲା ଫୁସୁଲି; ଭଣ୍ଡାଇବା; ଫୁସୁଲାଇବା — Gaining over; seduction; in veigling.
ଏହି ରୂପେ ଇନ୍ଦ, କରନ୍ତି ପଟାପଟି ମଳେ ସବୁ ପୁତ୍ରେ ହୋଇ ପିଟାପିଟି କୃଷ୍ଣସିଂହ, ମହାଭାରତ ଶାନ୍ତି
କଳହ —Quarrel.