ପଟାମୁଣ୍ଡି
ବାନା ପଟା ଖେଳ; ଛୋଟ ପଟାଦ୍ୱାରା ଏକପ୍ରକାର ଖେଳ —A kind of game with foils; wrestling with foils.
ଯହଣ୍ଡି ଧାପି ଧାଉଡ଼ି ପଟାମୁଣ୍ଡି ଖେଳ ପୀତାମ୍ୱର; ନୃସିଂହ ପୁରାଣ