Jump to content

ପଟାଲମ୍

ଉଇକିଅଭିଧାନ‌ରୁ

ପଟାଲମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଇଂରାଜୀ - ପ୍ଳାଟୁନ୍; ବାଟାଲ୍ଲିଅନ୍=ସେନାଦଳ; ଫାରାସୀ - ବଟେଲନ୍)

[ସମ୍ପାଦନା]

ପଲଟନ; ସିପାହୀ —Army; a body of soldiers; platoon; batallion.

କଟକରୁ ନିଜେ କୁମ୍ପୁନି ପଟାଲମ ଘେନି ଆସିବ, ଗାଁଲୋକେ ଯେ ବନ୍ଧା ଛନ୍ଦା ହେବା ଏହା ନିଃସନ୍ଦେହ ଫକୀର ମୋହନ—ଛମାଣ ଆଠଗୁଣ୍ଠ