ପଟାଳି
ଦେଖଣା
ପଟାଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସ. ପଟଳ)
[ସମ୍ପାଦନା]- ୧. ସାଗ କିଆରି —A plot or square of land prepared for growing kitchen-vegetables.
- ୨. ନଈରେ ଭାସି ଆସିବାର ଉପଯୋଗୀ ଏକତ୍ର ଆବଦ୍ଧ କାଠ ବା ବାଉଁଶର ସମଷ୍ଟି —A raft of bamboos or logs; a float of logs or bamboos for transportation ; a fleet of logs.